28.1 C
Bhubaneswar
Thursday, September 19, 2024
Homeଓଡିଶାଓଡ଼ିଶା ବିଧାନସଭା: ବିଜେପି-୬୦, ବିଜେଡି-୩୬, କଂଗ୍ରେସ-୯

ଓଡ଼ିଶା ବିଧାନସଭା: ବିଜେପି-୬୦, ବିଜେଡି-୩୬, କଂଗ୍ରେସ-୯

ଭୁବନେଶ୍ୱର : ଆସୁଛି ନିର୍ବାଚନ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ବିଜେଡି ପଛରେ । ବର୍ତ୍ତମାନ ସୁଦ୍ଧା ୬୦ଟି ଆସନରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ । ଅନ୍ୟପଟେ ବିଜେଡି ପ୍ରାର୍ଥୀ ୩୬ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ୯ ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking