30.1 C
Bhubaneswar
Tuesday, April 29, 2025
Homeଓଡିଶାଓଡିଶାରେ ହେବ ପୋଷଣ କେନ୍ଦ୍ର: ମନ୍ତ୍ରୀ

ଓଡିଶାରେ ହେବ ପୋଷଣ କେନ୍ଦ୍ର: ମନ୍ତ୍ରୀ

ଭୁବନେଶ୍ବର: ଗୁଜରାଟ୍ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । କହିଲେ ଗରିବ ଓ ମଧ୍ୟବିତ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଦିଆଯିବ । ପୋଷଣ କେନ୍ଦ୍ର ଜରିଆରେ ଯୋଗାଇବେ ସରକାର । କେନ୍ଦ୍ରରେ ଡାଲି, ଅଟା, ତେଲ, ଚାଉଲ ଦିଆଯିବ । ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସବ୍‌ସିଡି ଦେବେ । ପାଇଲଟ୍ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ସଫଳ ହେଲେ ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking