ଭୁବନେଶ୍ୱର: ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା । ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର । ୧, ୨, ୩, ୪, ନମ୍ବର ପାଇଁ ଆଉ ମାସେ ସମୟସୀମା ବୃଦ୍ଧି । ଡିସେମ୍ବର ୩୧ ଯାଏଁ ସମୟ ବୃଦ୍ଧି ନେଇ ସତ୍ୟପାଠରେ ଉଲ୍ଲେଖ । ବୁକିଂ ହୋଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି କହିଲେ ସରକାର ।