କଟକ: ନ୍ୟୁଡ୍ କଲ୍ ଯୋଗେ ଜଣେ ବୟସ୍କ ଲୋକଙ୍କ ଠକେଇ ହୋଇଥିବା ସୂଚନା । ରାଜସ୍ଥାନ ଭରତପୁରରୁ ୨ ଲୁଟେରାଙ୍କୁ ଗିରଫ କରିଛି ସାଇବର ପୋଲିସ । କଟଖ ସାଇବର ଥାନାଧିକାରୀ ଓ ତାଙ୍କ ଟିମ୍ ଧରିଥିବା ଡିସିପିଙ୍କ ସୂଚନା । ନ୍ୟୁଡ୍ କଲ୍ ଜରିଆରେ ବୟସ୍କ ବ୍ୟଙ୍କିଙ୍କଠାରୁ ୮.୫ ଲକ୍ଷ ଲୁଟ୍ ହୋଇଥିଲା । ସାଇବର ଥାନାରେ ଏତଲା ପରେ ରାଜସ୍ଥାନ ଯାଇଥିଲା ପୋଲିସ । ରାଜସ୍ଥାନରେ ୧୨ ଦିନ ରହିବା ପରେ ୨ ଲୁଟେରାଙ୍କୁ ଧରିଥିଲା ପୋଲିସ ।