ଭୁବନେଶ୍ୱର: ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍ ସୂଚନା । ଆଇନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଅନୁଯାୟୀ ନୋଟିସ୍ ସୂଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଚରାଉଚରା କରିବା ସମ୍ଭାବନା । ବଙ୍ଗୀୟ ଚ୍ୟାନେଲକୁ ମନ୍ତବ୍ୟ ନେଇ ହୋଇପାରେ ପଚରାଉଚରା । ଦାରୁଗୃହର ଚାବି କାହା ପାଖରେ ଥିଲା, କେତେ ଦାରୁ ଥିଲା ପଚରାଯିବ । କାଲି ପୂର୍ବାହ୍ନରେ ପଚରାଉଚରା ନେଇ ସମୟ ଧାର୍ଯ୍ୟ ସୂଚନା ।