27.1 C
Bhubaneswar
Wednesday, December 10, 2025
Homeଓଡିଶାପୁଅ ପାଇଁ ବାପାଙ୍କୁ ନୋଟିସ: ସୁର

ପୁଅ ପାଇଁ ବାପାଙ୍କୁ ନୋଟିସ: ସୁର

ଭୁବନେଶ୍ୱର: ସାଧାରଣ ପ୍ରଶାସନ ସୋ କଜର ଉତ୍ତର ରଖିଲେ ସୁରେଶ  ରାଉତରାୟ । ରାଜନୈତିକ ଆକ୍ରୋଶ ରଖି ନୋଟିସ କରାଯାଇଛି । ମୋ ପୁଅ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରିବାରୁ ମୋତେ ନୋଟିସ ହୋଇଛି । ୩ ବର୍ଷ ପୂର୍ବରୁ କେନ୍ଦ୍ର ଏହି ମେଡିକାଲ କଲେଜରେ ନାମଲେଖା  ବାତିଲ ହୋଇଛି । ସେହି ସ୍ଥାନରେ ମେଡିକାଲ ଯୋଗ ଚାଲିଛି, ଆୟୁର୍ବେଦିକ ଗଛ ଚାଲିଛି । କିଛି ଦୋକାନ ବି ଅଛି, କିନ୍ତୁ କୌଣସି ସ୍ଥାନର ଅପବ୍ୟବହାର ହେଉନି । ଯେ କୌଣସି ସମୟରେ ବି ସରକାରୀ ଅଧିକାରୀ ଆସିକି ଯାଞ୍ଚ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking