27.1 C
Bhubaneswar
Sunday, September 8, 2024
Homeଓଡିଶାକୌଣସି ରାଜ୍ୟକୁ ଅବହେଳା କରାଯିବନି : ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ

କୌଣସି ରାଜ୍ୟକୁ ଅବହେଳା କରାଯିବନି : ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ

ଭୁବନେଶ୍ବର : ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ । ଭୁବନେଶ୍ବର ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ପୂର୍ବ ସରକାର ଓ ଏବେକା ସରକାର ମଧ୍ୟରେ ବହୁତ ତଫାତ ରହିଛି । କୌଣସି ରାଜ୍ୟକୁ ଅବହେଳା କରିବନି, ହକ୍‌ ଅନୁସାରେ ସେମାନଙ୍କୁ ସବୁ ମିଳିବ । ଏହାସହିତ ଖଣି ସମ୍ପଦ ରୟାଲିଟି ନେଇ ମନ୍ତ୍ରୀ କହିଛନ୍ତି, କୋଇଲା ଖଣି ରୟାଲିଟି ଉପରେ ନୀତି ଆୟୋଗ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବ । ଏହା ସହିତ ବିଦେଶରୁ ଆମଦାନୀ ହେଉଥିବା ଖଣି ଉପରେ ମଧ୍ୟ ଭାରତରେ ସର୍ଭେ ଚାଲିଛି । ସର୍ଭେରେ ଯେଉଁଠି ବାହାରିବ ସେ ଦିଗରେ କାର୍ଯ୍ୟ ଜାରି ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking