28.1 C
Bhubaneswar
Tuesday, September 24, 2024
Homeଓଡିଶାଓଡିଶା ଛାଡିବା ସମ୍ପର୍କରେ ନିଷ୍ପତ୍ତି ହୋଇନ : ଶିଳ୍ପମନ୍ତ୍ରୀ

ଓଡିଶା ଛାଡିବା ସମ୍ପର୍କରେ ନିଷ୍ପତ୍ତି ହୋଇନ : ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର :  ଓଡିଶାରୁ ଜେଏସଡବ୍ଲୁ ଇଭି ପ୍ରକଳ୍ପ ସ୍ଥାନାନ୍ତର ପ୍ରସଙ୍ଗ । ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ପ୍ରତିକ୍ରିୟା । ଓଡିଶା ଛାଡିବା ସମ୍ପର୍କରେ ନିଷ୍ପତ୍ତି ହୋଇନି । ନିବେଶବମାନେ ସେମାନଙ୍କ ମୁତାବକ ନିବେଶ କରନ୍ତି । ବିଭିନ୍ନ କାରଣ ପାଇଁ ପ୍ରକଳ୍ପ କାମ ବିଳମ୍ବ ହୁଏ ।  ଜେଏସଡବ୍ଲୁ ଇଭି ଆରମ୍ଭରେ ମଧ୍ୟ ବିଳମ୍ବ ହୋଇଛି । ସ୍ଥାନାନ୍ତର ପାଇଁ ଫାଇନାଲ ହୋଇନି, ଆମକୁ ସୂଚନା ମିଳିନି ବୋଲି କୋହିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking