30.1 C
Bhubaneswar
Tuesday, February 10, 2026
Homeଓଡିଶାନିଶା ମହାରଣାଙ୍କୁ ଜାମିନ

ନିଶା ମହାରଣାଙ୍କୁ ଜାମିନ

ବଲାଙ୍ଗିର: ଯାତ୍ରା କଳାକାର ନିଶା ମହାରଣାଙ୍କୁ ଜାମିନ୍ । ୨୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ନିସର୍ତ୍ତ ଜାମିନ ମିଳିଛି । ଜାମିନ ପ୍ରଦାନ କଲେ ବଲାଙ୍ଗିର ଏସଡିଜେଏମ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ବଲାଙ୍ଗିର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଥିଲେ ନିଶା । ଅଶ୍ଳୀଳ ନୃତ୍ୟ ନେଇ ମାମଲା କରିଥିଲା ବଲାଙ୍ଗିର ସଦର ପୋଲିସ ।

କୋର୍ଟରେ ନିଶାଙ୍କ ଆତ୍ମସମର୍ପଣ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking