ବଲାଙ୍ଗିର: କୋର୍ଟରେ ନିଶା ମହାରଣାଙ୍କ ଆତ୍ମସମର୍ପଣ। ବଲାଙ୍ଗିର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ନିଶା ମହାରଣା। ଅଶ୍ଳୀଳ ନୃତ୍ୟ ମାମଲାରେ କୋର୍ଟରେ ଆତ୍ମସମର୍ପଣ କଲେ। ବଲାଙ୍ଗିର ସଦର ପୋଲିସ ନିଶାଙ୍କ ନାଁରେ ମାମଲା ରୁଜୁ କରିଥିଲା। ସୂଚନାଯୋଗ୍ୟ, ବଲାଙ୍ଗିର ସଦର ଥାନା ଚନ୍ଦନଭାଟି ଗାଁରେ ଗତ ଡିସେମ୍ବର ୧୨ ତାରିଖ ରାତିରେ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ ଦେଇଥିଲେ। ଡିସେମ୍ବର ୧୪ରେ ତତ୍କାଳୀନ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପ୍ରଧାନ ଏନେଇ ବଲାଙ୍ଗିର ସଦର ଥାନାରେ … Continue reading କୋର୍ଟରେ ନିଶାଙ୍କ ଆତ୍ମସମର୍ପଣ
Copy and paste this URL into your WordPress site to embed
Copy and paste this code into your site to embed