31.1 C
Bhubaneswar
Monday, October 21, 2024
Homeଓଡିଶାନିର୍ଦ୍ଦୋଶକୁ ସଜା ଦେଲେ-ପରୀ ମା’

ନିର୍ଦ୍ଦୋଶକୁ ସଜା ଦେଲେ-ପରୀ ମା’

ଭୁବନେଶ୍ୱର : କୋର୍ଟ ରାୟକୁ ନେଇ ଜମା ଖୁସି ନୁହେଁ କହିଲେ ପରୀର ମାଆ । ଜାମାରୁ ଖୁସି ନୁହେଁ, ଆମାକୁ ଆଦୌ ନ୍ୟାୟ ମିଳିନି । ଗୋଟିଏ ନିର୍ଦ୍ଦୋଷକୁ ଧରି ସଜା ଦେଇଦେଲେ । ମୋ ଛୁଆକୁ ମାରିଦେଲେ, ଆଉ ଜଣଙ୍କ ଜୀବନ ବରବାଦ କରିଦେଲେ । ବାବୁଲି ନାଏକେ ମୋ ଛୁଆକୁ ମାରିଛି, ଅରୁଣ ସାହୁଙ୍କ ହାତ ଅଛି । ଗରିବ ବୋଲି ସେମାନେ ଆମକୁ ମଣିଷ ଭାବୁନାହାନ୍ତି । ଆମ ପାଖରେ ସମ୍ବଳ ନାହିଁ, କେବଳ ଧର୍ମରେ ଅଛୁ । ଯଦି ସୁଯୋଗ ମିଳେ ତେବେ ସ୍ୱର ଉଠାଇବି କହିଲେ ପରୀର ମାଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking