18.1 C
Bhubaneswar
Saturday, November 23, 2024
Homeଓଡିଶାକୋରାପୁଟରେ ନବଜାତ ଶିଶୁ ମୃତ୍ୟୁ ଘଟଣାରେ ଏନଏଚଆରସିଙ୍କ ନୋଟିସ ଜାରି

କୋରାପୁଟରେ ନବଜାତ ଶିଶୁ ମୃତ୍ୟୁ ଘଟଣାରେ ଏନଏଚଆରସିଙ୍କ ନୋଟିସ ଜାରି

କୋରାପୁଟ: କୋରାପୁଟ ଜିଲ୍ଲା ବେୋରିଗୁମ୍ମାରେ ଏକ ବଡ ସମସ୍ୟା ହୋଇ ଛିଡା ହୋଇଛି ଶିଶୁ ମୃତ୍ୟୁ ମାମଲା । ଗତ ୨ ସପ୍ତାହରେ ୮ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏ ମାମଲା ନେଇ ଆଜି ଜାତୀୟ ମାନବାଧିକାରୀ କମିଶନ ହସ୍ତକ୍ଷେପ କରିଛନ୍ତି । ଶିଶୁ ମୃତ୍ୟୁ ଘଟଣାକୁ ନେଇ ନୋଟିସ ଜାରି କରିଛନ୍ତି ଏନଏଚଆରସି । ଏ ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବ କରାଯାଇଛି । ଘଟଣା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ(ଏଟିଆର) ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି ।

ସଫଳ ହେଲା ଋଷଭଙ୍କ ପ୍ଲାଷ୍ଟିକ ସର୍ଜରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking