19.1 C
Bhubaneswar
Tuesday, February 3, 2026
Homeଓଡିଶାଅକ୍‌ଲାଣ୍ଡରେ ନୂଆବର୍ଷ

ଅକ୍‌ଲାଣ୍ଡରେ ନୂଆବର୍ଷ

ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡରୁ ନୂଆବର୍ଷ ଆରମ୍ଭ । ଅକ୍‌ଲାଣ୍ଡରେ ହେବ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ । ନୂଆବର୍ଷକୁ ସ୍ୱାଗତ ଜଣାଇଲେ ଅକ୍‌ଲାଣ୍ଡବାସୀ । ନ୍ୟୁଜିଲାଣ୍ଡ ନୂତନ ବର୍ଷ ୨୦୨୬କୁ ମହା ଧୁମଧାମରେ ​​ସ୍ୱାଗତ କରିଛି। ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡ ୨୦୨୬କୁ ସ୍କାଏ ଟାୱାରରୁ ବନ ଫୁଟାଇବା ସହିତ ସ୍ୱାଗତ କରିବାରେ ବିଶ୍ୱରେ ପ୍ରଥମ। ପାଞ୍ଚ ମିନିଟ୍ ଧରି ଚାଲିଥିବା ଏହି ପ୍ରଦର୍ଶନୀରେ ୨୪୦ ମିଟର (୭୮୭ ଫୁଟ) ସ୍କାଏ ଟାୱାରର ବିଭିନ୍ନ ମହଲାରୁ ୩,୫୦୦ ବାଣ ଫୁଟାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking