ଭୁବନେଶ୍ୱର : ରାସନକାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ ଡେଡଲାଇନ ଦେଇଛନ୍ତି । ୩୧ ଜାନୁଆରୀ ସୁଦ୍ଧା ଇକେୱାଇସି ନକଲେ କଟିଯିବ ରାସନକାର୍ଡ କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ା ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ କରିନାହାନ୍ତି ଇକେୱାଇସି । ବାହାର ରାଜ୍ୟରେ ଥିବା ଲୋକଙ୍କର ଇକେୱାଇସି କରୁଛନ୍ତି ଅଫିସର । ଇ କେୱାଇସି ସରିବା ପରେ ମିଳିବ ନୂଆ ରାସନ କାର୍ଡ ।