17.1 C
Bhubaneswar
Tuesday, December 9, 2025
Homeଓଡିଶାମାମୁକୁ ପନିକିରେ ହାଣିଲା ଭଣଜା

ମାମୁକୁ ପନିକିରେ ହାଣିଲା ଭଣଜା

ବାଲିଆପାଟଣା:  ମାମୁକୁ ପନିକିରେ ହାଣିଲା ଭଣଜା । ବାଲିଆପାଟଣା ଥାନା ଅଠାନ୍ତରରେ ଚାଞ୍ଚଲ୍ୟ ଖେଳିଯାଇଛି । ପୂର୍ବ ଶତ୍ରୁତାକୁ ନେଇ ମାମୁକୁ ହାଣିଲା ଭଣଜା ।  ଆକ୍ରମଣରେ  ୨ଟି ଆଙ୍ଗୁଠିରେ ଗଭୀର ଆଘାତ ଲାଗିଛି । ସାଙ୍ଗ ସାଙ୍ଗେ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଛନ୍ତି । ପାପୁଲିରୁ ଛିଡି ଅଲଗା ହେଲା ଦୁଇ ଆଙ୍ଗୁଠି । ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି ।  ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି  ଭଣଜାକୁ ହେପାଜତକୁ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking