ନୂଆଦିଲ୍ଲୀ: ଅଗଷ୍ଟ ୩ ତାରିଖରେ ଅନୁଷ୍ଠିତ ହେବ ନିଟ ପିଜି ପରୀକ୍ଷା । ନୂଆ ତାରିଖରେ ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ସହମତ । ତାରିଖ ଘୁଞ୍ଚାଇବା ଆବେଦନକୁ କୋର୍ଟଙ୍କୁ ମଞ୍ଜୁରୀ କରିଥିଲେ ା ଜୁନ ୧୫ରେ ପରୀକ୍ଷା ପାଇଁ ଦିନ ଧାଯ୍ୟ ହୋଇଥିଲା । ୨ଟି ସିଫ୍ଟରେ ପରୀକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ କୋର୍ଟ ।