21.1 C
Bhubaneswar
Wednesday, February 11, 2026
Homeଓଡିଶାଏନ.ଭାସ୍କର ରାଓଙ୍କ ନାଁରେ ଏନବିଡବ୍ଲ୍ୟୁ

ଏନ.ଭାସ୍କର ରାଓଙ୍କ ନାଁରେ ଏନବିଡବ୍ଲ୍ୟୁ

ଭୁବନେଶ୍ୱର : ପୂର୍ୱତନ ରାଜ୍ୟସଭା ସାଂସଦ  ଏନ. ଭାସ୍କର ରାଓଙ୍କ ନାଁରେ ଏନବିଡବ୍ଲ୍ୟୁ । ଏନ. ଭାସ୍କର ରାଓଙ୍କ ସହ ୬ ଜଣଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି ହୋଇଛି । ହତ୍ୟା ମାମଲାର ଶୁଣାଣିରେ ଏନବିଡବ୍ଲ୍ୟୁ ଜାରି କଲେ ରାୟଗଡା ଏସଡିଜେଏମ । ୧୪ ବର୍ଷ ତଳେ ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲାରେ ଏନବିଡବ୍ଲ୍ୟୁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking