26.1 C
Bhubaneswar
Friday, October 16, 2026
Homeଓଡିଶା୮୦ ବର୍ଷରେ ପଦାର୍ପଣ କଲେ ନବୀନ ପଟ୍ଟନାୟକ

୮୦ ବର୍ଷରେ ପଦାର୍ପଣ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ୮୦ ବର୍ଷରେ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ସକାଳୁ ନବୀନ ନିବାସ ରେ ଭିଡ଼ ଲାଗି ରହିଥିଲା। ବିଜୁ ଜନତା ଦଳ ର ଏମପି , ବିଧାୟକ ଙ୍କ ସମେତ ବିଜୁ ଜନତା ଦଳ ର ନେତା ଓ କର୍ମୀ ମାନଙ୍କ ସମେତ ବିଭିନ୍ନ ବର୍ଗ ର ଜନସାଧାରଣ ନବୀନ ପଟ୍ଟନାୟକ ଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ସନ୍ଧ୍ୟା ରେ ଛାତ୍ର ସଂସଦ ନିର୍ବାଚନ ଜିତିଥିବା ବିଭିନ୍ନ କଲେଜ ର ଛାତ୍ର ଛାତ୍ରୀ ମାନେ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜନ୍ମ ଦିନର ଶୁଭେଛା ଜଣାଇଥିଲେ । ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ଜରବକ୍ଷ ଏରଦ୍ଭତ ଭାବରେ ସମ୍ବୋଧିତ କରି ଭଲ କାମ ଜାରି ରଖିବାକୁ ଆଶୀର୍ବାଦ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking