ଭୁବନେଶ୍ୱର : ନବୀନ ହିଁ ମୁଖ୍ୟ ଦୋଷୀ କହିଲେ ଜୟନାରାୟଣ ମିଶ୍ର । ଅନ୍ୟ ମୁଣ୍ଡରେ ଦୋଷ ଦେଇ ଖସି ପାରିବେନି ନବୀନ ବୋଲି କହିଲେ । ପାଣ୍ଡଆନଙ୍କୁ କିଏ ନିଯୁକ୍ତି କରିଥିଲା, ନବୀନ ହିଁ ତାଙ୍କ ନିଯୁକ୍ତିଦାତା । ପାଣ୍ଡିଆନଙ୍କ ମୁଣ୍ଡରେ ଦୋଷ ଦେଇ ଖସିଯାଇ ପାରିବେ ନାହିଁ । ପାଣ୍ଡିଆନ ଯେତିକି ଦାୟୀ, ନବୀନ ବି ସେତିକି ଦାୟୀ ବୋଲି ଜୟନାରାୟଣ କହିଛନ୍ତି ।