38.8 C
Bhubaneswar
Monday, April 13, 2026
Homeଓଡିଶାନବୀନ ବାବୁ ନିଷ୍ପତ୍ତି ନେବେ: ଦେବୀ ମିଶ୍ର

ନବୀନ ବାବୁ ନିଷ୍ପତ୍ତି ନେବେ: ଦେବୀ ମିଶ୍ର

ଭୁବନେଶ୍ୱର: ପିସିସି ସଭାପତିଙ୍କ ମେଣ୍ଟ ଆକଳନକୁ ପରୋକ୍ଷରେ ସମର୍ଥନ କଲେ ଦେବୀ ମିଶ୍ର । ସମ୍ଭାବନା ସବୁ କ୍ଷେତ୍ରରେ ରହିଛି, ବିଭିନ୍ନ ବିଷୟରେ ଥାଏ । ପିସିସି ସଭାପତି ଯଦି କହିଛନ୍ତି, ତାହାହେଲେ କିଛି ଅନୁଧ୍ୟାନ କରି କହିଥିବେ । ପରିସ୍ଥିତିକୁ ଦେଖି ରାଜ୍ୟ ସ୍ୱାର୍ଥ ଅନୁସାରେ ନବୀନ ବାବୁ ନିଷ୍ପତ୍ତି ନେବେ । ଏପଟେ ଭକ୍ତ ଦାସ ଖୋଦ୍ଧା ର୍କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ ବେଳେ କହିଛନ୍ତି,ବିଜେଡି- କଂଗ୍ରେସ ମେଣ୍ଟ ହୋଇପାରେ ।  ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ହାଇକମାଣ୍ଡ ଚାହିଁଲେ ମେଣ୍ଟ ହୋଇପାରିବ । ଏଆଇସିସି ଯଦି ନିଷ୍ପତ୍ତି ନିଏ, ତାହାଲେ ଉଭୟ ଦଳ ମେଣ୍ଟ କରିପାରୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking