ଭୁବନେଶ୍ୱର: ସୁସ୍ଥ ହୋଇ ଫେରିବା ପରେ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ । ମୋର କମିଟି ବୈଠକରୁ ବାହାରି ମୁଖ୍ୟମନ୍ତ୍ରୀ, ୫ଟି ସଚିବଙ୍କୁ ଟାର୍ଗେଟ୍ । ଲଢେଇ ଜୋରସୋର ହେବ, ନବୀନ ଗାଦିଚ୍ୟୁତ ହେବେ । ଲିଜ୍ରେ ଚାଲିଥିବା ନବୀନ ପଟ୍ଟନାୟକ ସରକାର ଗାଦିଚ୍ୟୁତ ହେବେ । ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର ସୀମା ପାର କରିଛି । ଯାହାଦ୍ୱାରା ନବୀନ ଓ ପାଣ୍ଡିୟାନ ଜେଲ୍ ଯିବେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ବିଜେପି ସରକାର ଓ କେନ୍ଦ୍ର ସରାକର ଏମାନଙ୍କୁ ଜେଲ୍ରେ ପୁରେଇବେ । ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରେ ନାହିଁ ।
ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା