13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା

ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା । ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ ପକ୍ଷରୁ ଦେଶବ୍ୟାପୀ ଧାରଣା । ଧର୍ମଘଟ ପାଇଁ ରାସ୍ତାକୁ ଓହ୍ଲାଇବେ ଦେଶର ୨୫ କୋଟିରୁ ଅଧିକ ଶ୍ରମିକ । ଏଥିରେ ବ୍ୟାଙ୍କିଙ୍ଗ, ବୀମା, ଡାକ ସେବା ଠାରୁ କୋଇଲା ଖଣିରେ କାମ କରୁଥିବା ଶ୍ରମିକ ସାମିଲ । ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ମଞ୍ଚ ଏହାକୁ ‘ଭାରତ ବନ୍ଦ’ର ଡାକରା ଦେଇଛନ୍ତି ।

-ଶ୍ରମିକ ସୁରକ୍ଷାକୁ କ୍ଷତି ପହଞ୍ଚାଉଛି ଶ୍ରମ ନୀତି
-୪ଟି ନୂତନ ଶ୍ରମ କୋଡ୍ ପାଇଁ ଦାବି
-ବେକାରି ଏବଂ ମୁଦ୍ରାସ୍ଫୀତି ବୃଦ୍ଧି
-ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ନାଗରିକ ସୁବିଧାରେ ହ୍ରାସ
-ଯୁବକଙ୍କୁ ଚାକିରି ଦେବା ପରିବର୍ତ୍ତେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି
-୧୦ ବର୍ଷ ମଧ୍ୟରେ କୌଣସି ଶ୍ରମ ସମ୍ମିଳନୀ କରାଯାଇନାହିଁ
-ଶ୍ରମିକଙ୍କ ସଂଘ ଗଠନ ଏବଂ ଧର୍ମଘଟ କରିବାର ଅଧିକାର ପୁନଃସ୍ଥାପିତ କରାଯାଉ
-ବିଶେଷକରି ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି
-ନୂତନ ନିଯୁକ୍ତି ସହିତ ସରକାରୀ ଖାଲି ପଦବୀ ପୂରଣ କରନ୍ତୁ
-ମନରେଗା ମଜୁରୀ ବୃଦ୍ଧି କରନ୍ତୁ ଏବଂ ଏହାକୁ ସହରାଞ୍ଚଳରେ ଲାଗୁ କରିବା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking