24.1 C
Bhubaneswar
Sunday, April 5, 2026
Homeଖେଳଜାତୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌; ଅଜିତଙ୍କ ନୂଆ ଜାତୀୟ ରେକର୍ଡ

ଜାତୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌; ଅଜିତଙ୍କ ନୂଆ ଜାତୀୟ ରେକର୍ଡ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ନାଗ୍ରୋଟା ଭବନରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌ରେ ତାମିଲନାଡ଼ୁର ଏନ୍‌. ଅଜିତ ଗୁରୁବାର କ୍ଲିନ୍ ଆଣ୍ଡ୍ ଜର୍କରେ ନୂଆ ଜାତୀୟ ରେକର୍ଡ ସହିତ ପୁରୁଷ ୭୩ କେଜି ବର୍ଗର ଟାଇଟଲ୍ ଜିତିଛନ୍ତି। ଅଜିତ୍ ୧୭୪ କେଜିର ନିଜ ପୂର୍ବ କ୍ଲିନ୍ ଆଣ୍ଡ୍ ଜର୍କ ମାର୍କରେ ଦୁଇଥର (୧୭୫ କେଜି ଓ ୧୭୮ କେଜି) ଏବଂ ଅଚିନ୍ତା ଶେଉଳିଙ୍କ ମୋଟ ୩୧୬ କେଜିର ରେକର୍ଡରେ ସୁଧାର କରିବା ସହିତ ୩୧୮ କେଜି ଓଜନ ଉଠାଇ ଚାମ୍ପିଅନ୍ ହୋଇଛନ୍ତି। ଜି ବର୍ଷିତା, ରୀନା, ନିରୁପମା ଦେବୀ ଏବଂ ଦୀତିମୋନି ସୋନୋୱାଲ୍ ୬୪ କେଜି ଇଭେଣ୍ଟ୍‌ର ଯଥାକ୍ରମେ ୟୁଥ୍ ବାଳିକା, ଜୁନିୟର୍ ମହିଳା, ସିନିୟର୍ ମହିଳା, ଆନ୍ତଃ-ରାଜ୍ୟ ସିନିୟର ମହିଳା ବର୍ଗରେ ବିଜୟୀ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking