ବିଜେଡି ଆରୋପକୁ ଖଣ୍ଡନ କଲେ ନରସିଂହ ମିଶ୍ର କହିଲେ ଓଲଟା ଜବାବ ସବୁବେଳେ ତତବାରକୁ ଡାକେ ।ଏବଂ ସେଇଟା ହେଉଛି ତାର ବେଦପାଠ । ଏଇ ଦୁଇଟାଯାକ ତାଙ୍କ ପାଇଁ ଠିକ ରହୁଛି । କାହିଁକିନା ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲାଣି ଯେ ଯେଉଁ ମହିଳା ଏ ରିର୍ପୋଟ ଦେଇଛନ୍ତି ଟେବୁଲ ଉପରେ ହାତ ବାଡେଇ ବାଡେଇ ନିଜେ ନିଜର ଚୁଡି ଭାଙ୍ଗିଛନ୍ତି ।ଯାହାଦ୍ୱାରା ସେ ଆହାତ ହୋଇଛନ୍ତି । ମୁଁ ତ ପ୍ରେସ କନପ୍ରେସ କରି ବଲାଙ୍ଗୀରରେ କହିଥିଲି ଯେ ମତେ ଗୋଟଏ ପ୍ରମାଣ ଦିଅନ୍ତୁ ଏବଂ ମତେ ଗୋଟିଏ ଫଟୋ ଦେଖାନ୍ତୁ ଯେଉଁଥିରେ କଂଗ୍ରେସ କର୍ମୀ ବିଜେଡି କର୍ମୀଙ୍କୁ ଆଘାତ କରିଛନ୍ତି । ବହୁତ ଧନ୍ୟବାଦ ଦେବୀ ଗଣମାଧ୍ୟମକୁ ଯେଉଁଠି ସେ ଫଟୋଟା ମତେ ଦେଖାଇଛନ୍ତି । ଇଲୋକଟ୍ରନିକ ମିଡିଆ ହୁଏତ ସେଇଟାକୁ ଦେଖାଇ ନଥିବେ କିନ୍ତୁ ପ୍ରିନ୍ଟ ମିଡିଆରେ ତାହା ସଠିକ ପ୍ରମାଣ ଅଛି । ତାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।