15.1 C
Bhubaneswar
Wednesday, December 10, 2025
Homeଓଡିଶାଦକ୍ଷିଣମୋଡରେ ନନ୍ଦିଘୋଷ ରଥ

ଦକ୍ଷିଣମୋଡରେ ନନ୍ଦିଘୋଷ ରଥ

ପୁରୀ: ଆରମ୍ଭ ହେଲା ବାହୁଡା ପ୍ରସ୍ତୁତି । ୩ ରଥ ଦକ୍ଷିଣ ମୋଡରେ ।  ଗତକାଲି ପ୍ରଥମେ ରଥର ବ୍ରେକ  ଓ ଦଉଡି ସଂଯୋଗ କରାଯାଇ  ଦର୍ପଦଳନ ରଥକୁ ଦକ୍ଷିଣ ମୋଡ କରାଯାଇଥିଲା ।  ପରେ ତାଳଧ୍ୱଜ  ଟଣାଯାଇ  ନାକଚଣା  ଦ୍ୱାର ନିକଟକୁ  ଅଣାଯାଇଛି ।  ତେବେ ରାତି ଓ ବର୍ଷା ହୋଇଯିବାରୁ   ମହାପ୍ରଭୁ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ କରାଯାଇନଥିଲା ।  ଆଜି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯାଇ  ନାକଚଣା ନିକଟରେ ରଖାଯାଇଛି ।  ଆସନ୍ତାକାଲି ମହାପ୍ରଭୁଙ୍କ  ସନ୍ଧ୍ୟାଦର୍ଶନ ।  ବାହୁଡା ନୀତି ଶୃଙ୍ଖଳିତ  କରିବା ପାଇଁ  ସନ୍ଧ୍ୟା ଦର୍ଶନ  ସମୟ ସଙ୍କୁଚିତ କରାଯାଇଛି ।  ସେହି ଦିନ  ସନ୍ଧ୍ୟା ୭ଟାରୁ ସର୍ୱସାଧାରଣ ଦର୍ଶନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking