27.1 C
Bhubaneswar
Sunday, September 29, 2024
Homeଓଡିଶାନବ ଦାସ ହତ୍ୟା ଘଟଣା: ଜେଲ୍ ଗଲା ଗୋପାଳ

ନବ ଦାସ ହତ୍ୟା ଘଟଣା: ଜେଲ୍ ଗଲା ଗୋପାଳ

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାକୁ ନେଇ ସବୁ ସତ ଓଗାଳିଲେ ଗୋପାଳ । ଝାରସୁଗୁଡା ସବଜେଲ୍ ଗଲେ ଗୋପାଳ ଦାସ । ଜେଏସଏଫସି କୋର୍ଟରେ ହଜାର ପରେ ଜେଲ ଗଲେ ଗୋପାଳ । ମନ୍ତ୍ରୀଙ୍କ ହିତ୍ୟା ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲାନି କ୍ରାଇମବ୍ରାଞ୍ଚ । କଡା ସୁରୁକ୍ଷା ବଳରେ ଗୋପାଳ ଦାସଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସୂଚନା ମୁତାବକ, ଗୁଜୁରାଟରୁ ଆସିବା ପରେ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ।   

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking