28.1 C
Bhubaneswar
Tuesday, April 28, 2026
Homeଓଡିଶାଖେଳ ପଡିଆରେ ହତ୍ୟାକାଣ୍ଡ!

ଖେଳ ପଡିଆରେ ହତ୍ୟାକାଣ୍ଡ!

ଭୁବନେଶ୍ୱର: ଖେଳ ପଡିଆରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେହି ଜଣେ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା ଖେଳ ପଡିଆରେ ମୃତଦେହ ମିଳିଛି । ଶରୀରରେ କ୍ଷତଚିହ୍ନ ରହିଛି । ଦିନେ ଦୁଇ ଦିନ ପୂର୍ବରୁ ହତ୍ୟା ହୋଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚିଲେ ଭୁବନେଶ୍ୱର ଡିସିପି ଏବଂ ସାଇଣ୍ଟିଫିକ୍ ଟିମ୍ । ତେବେ କିଏ ଏବଂ କାହିଁକି ହତ୍ୟା କଲା ସେନେଇ ତଦନ୍ତ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking