ସୁନ୍ଦରଗଡ଼ : ଶେଷ ଥର ପାଇଁ ସାଂସଦ ଭାବେ ଲଢିବାକୁ ଚାହୁଁଛି କହିଲେ ଜୁଏଲ ଓରାମ । ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଛା ପରେ ପ୍ରତିକ୍ରିୟା ଦେଲେ ଜୁଏଲ । ସାଂସଦ ଭାବେ ଲଢିବାକୁ ଚାହୁଁଛି, ବିରଧୀଙ୍କ ଚର୍ଚ୍ଛା ଫରକ ପକାଇବ ନାହିଁ । ଯଦି କେନ୍ଦ୍ର ଚାହେଁ, ତେବେ ବିଧାନସଭା ଲଢିବା ବିଷୟରେ ଚିନ୍ତା କରିବି ।