25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶମାଆ ହେବାକୁ ଯାଉଛନ୍ତି ସୀମା ହାଇଦର

ମାଆ ହେବାକୁ ଯାଉଛନ୍ତି ସୀମା ହାଇଦର

ର୍ନୂଆଦିଲ୍ଲୀ: ୨୦୨୩ ବର୍ଷ ସରିଯାଇଛି , ଆଉ ଆରମ୍ଭ ହୋଇଯାଇଛି ନୂଆ ବର୍ଷ । ଗତ ବର୍ଷ ପାକିସ୍ତାନରୁ ପଳାଇ ଆସିଥିବା ସୀମା ଖୁବ୍ ଚର୍ଚ୍ଚାରେ ଥିଲେ । ଏବେ ନୂଆ ବର୍ଷ ଆରମ୍ଭରେ ପୁଣି ଥରେ ଦେବେ ଗୁଡ୍‌ନ୍ୟୁଜ୍ । ସୀମା ପୁଣି ଥରେ ଏହି ବର୍ଷ ମାଆ ହେବେ। ଏନେଇ ସେ ନିଜେ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ହୋଲି ପରେ ‘ଖୁସି ଖବର’ ଦେଇପାରନ୍ତି।

ସୀମାଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନୂଆଦିଲ୍ଲୀ ୦୨।୦୧: ୨୦୨୩ ବର୍ଷ ସରିଯାଇଛି , ଆଉ ଆରମ୍ଭ ହୋଇଯାଇଛି ନୂଆ ବର୍ଷ । ଗତ ବର୍ଷ ପାକିସ୍ତାନରୁ ପଳାଇ ଆସିଥିବା ସୀମା ଖୁବ୍ ଚର୍ଚ୍ଚାରେ ଥିଲେ । ଏବେ ନୂଆ ବର୍ଷ ଆରମ୍ଭରେ ପୁଣି ଥରେ ଦେବେ ଗୁଡ୍‌ନ୍ୟୁଜ୍ । ସୀମା ପୁଣି ଥରେ ଏହି ବର୍ଷ ମାଆ ହେବେ ଖୁଲାସା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking