ବ୍ରହ୍ମପୁର : ପୁତ୍ରହନ୍ତା ମାଆକୁ ଆଜୀବନ ଜେଲ୍ । ପୁଅ ହତ୍ୟାକାରୀ ମାଆକୁ ଆଜୀବନ ଜେଲ୍ ଦଣ୍ଡାଦେଶ । ୮ ବର୍ଷର ପୁଅକୁ ପୋଖରୀରେ ବୁଡ଼ାଇ ମାରିବା ମାମଲାରେ ଦଣ୍ଡାଦେଶ । ବ୍ରହ୍ମପୁର ବିଜିପୁର ଅଞ୍ଚଳର ମାଆ ଏସ. ଗଙ୍ଗାମ୍ମାଙ୍କୁ ଦଣ୍ଡାଦେଶ ମିଳିଛି । ୨୦୨୩ରେ ବିଜିପୁର ପୋଖରୀରେ ବୁଡ଼ାଇ ପୁଅକୁ ମାରିଥିଲା ମାଆ । ଦଣ୍ଡାଦେଶ କଲେ ଗଞ୍ଜାମ ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀ ।