34.8 C
Bhubaneswar
Thursday, April 9, 2026
Homeଓଡିଶାଭାଣିଜୀକୁ ହତ୍ୟା କଲା ମାଇଁ !

ଭାଣିଜୀକୁ ହତ୍ୟା କଲା ମାଇଁ !

ଗଞ୍ଜାମ: ମାମୁ ଘରେ ଭାଣିଜୀକୁ ହତ୍ୟା । ହତ୍ୟା ଅଭିଯୋଗ ଆଣିଲେ ନାବାଳିକାଙ୍କ ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଚନଗର ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଛାମୁଣା ଲକ୍ଷ୍‌ମଣପଲ୍ଲୀ ଗାଁରେ ଘଟିଛି । ମୃତ ନାବାଳିକା ଜଣଙ୍କ ହେଲେ ଅର୍ଚ୍ଚନା ମହାରଣା । ତଣ୍ଟିଚିପି ଅର୍ଚ୍ଚନାଙ୍କୁ ହତ୍ୟା କରି ପାଇଖାନା ଭିତରେ ଜରି ପାଲ ଘୋଡାଇ ରଖାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେ ମାମୁ ଘରେ ରହି ପାଠ ପଢୁଥିଲେ । ଅର୍ଚ୍ଚନାଙ୍କୁ ତାର ମାଇଁ ହତ୍ୟା କରିଛନ୍ତି ବୋଲି ତାଙ୍କ ମାଆ ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମାଇଁକୁ ଅଟକ ରଖିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking