21.1 C
Bhubaneswar
Monday, December 8, 2025
Homeଓଡିଶାପୁଅର ଚାପୁଡ଼ା ମାଡ଼ରେ ମାଆ ମୃତ

ପୁଅର ଚାପୁଡ଼ା ମାଡ଼ରେ ମାଆ ମୃତ

ସୁନ୍ଦରଗଡ: ସୁନ୍ଦରଗଡରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ଯୁକ୍ତି ତର୍କ ଭିତରେ ପୁଅର ଚାପୁଡା ମାଡରେ ମାଆର ଦୁଃଖଦ ମୃତ୍ୟୁ ଘଟିଛି । ହେମଗିରି ଥାନା ଅନ୍ତର୍ଗତ ବନ୍ଧପାଲି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଲୁଚିଥିବା ପୁଅକୁ ଗିରଫ କରିଛି । ଶବ ବ୍ୟବଚ୍ଛେଦ କରିବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗିରଫ କରିଥିବା ପୁଅକୁ ପଚରାଉଚରା କରୁଛିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking