32.1 C
Bhubaneswar
Saturday, October 19, 2024
Homeଓଡିଶାମଶା ଧୂଆଁ ନେଲା ୫ ଶିଶୁଙ୍କ ଜୀବନ

ମଶା ଧୂଆଁ ନେଲା ୫ ଶିଶୁଙ୍କ ଜୀବନ

ଭୁବନେଶ୍ୱର: ମଶା ଧୂଆଁ ନେଲା ୫ ନୀରିହ ପ୍ରାଣୀଙ୍କ ଜୀବନ । ଅଣନିଶ୍ୱାସୀ ହୋଇ ଚାଲିଗଲେ ୫ ଶିଶୁ । ଘଟଣାରେ ଦୁଇ ଜଣ ଗୁରୁତର ମଧ୍ୟ ଅଛନ୍ତି । ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘରେ ୭ ଜଣ ଶୋଇଥିବା ବେଳେ ସକାଳେ ମାତ୍ର ୨ ଜଣ ଜୀବିତ ଥିବା ବେଳେ ୫ ଜଣ ପ୍ରାଣ ହରାଇଥିଲେ ।

ପୋଲିସର ସୂଚନାନୁଯାୟୀ ସୋମବାର ଗୋଟିଏ ଘରେ ମୋଟ ୭ ଜଣ ଶୋଇଥିଲେ । ରାତିରେ ଶୋଇବା ବେଳେ ଘରେ ମଶା ଧୂପ ଲଗାଇଥିଲେ । ହଠାତ ରାତିରେ ଅତ୍ୟଧିକ ଧୂଆଁ କାରଣରୁ ଶୋଇଥିବା ୫ ଶିଶୁଙ୍କ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଅକ୍ସିଜେନ୍‌ ଅବାବରୁ ୫ ଜଣ ଶିଶୁ ପ୍ରାଣ ହରାଇଥିଲେ । ଆଉ ୨ ଜଣ ଏବେ ମେଡିକାଲ୍‌ରେ ଗୁରୁତର୍‌ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking