18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶମନି ଲଣ୍ଡରିଂ ମାମଲା: ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ କୋର୍ଟ ସମନ

ମନି ଲଣ୍ଡରିଂ ମାମଲା: ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ କୋର୍ଟ ସମନ

ନୂଆଦିଲ୍ଲୀ :ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଦିଲ୍ଲୀର ପାତିଆଲା ହାଉସ୍ କୋର୍ଟ ସମନ କରିଛନ୍ତି। ବୁଧବାର ଏହି ମାମଲାର ଶୁଣାଣି ପରେ କୋର୍ଟ ସେପ୍ଟେମ୍ବର ୨୬ ତାରିଖରେ ହାଜର ହେବାକୁ ଜ୍ୟାକ୍‌ଲିନ୍‌ଙ୍କୁ କହିଛନ୍ତି । ନିକଟରେ ଇଡି ଏହି ମାମଲାରେ ତାଙ୍କୁ ଅଭିଯୁକ୍ତ କରିଥିଲା । ସେହିପରି ସେପ୍ଟେମ୍ବର ୧୨ରେ ଦିଲ୍ଲୀ ପୁଲିସ ମଧ୍ୟ ତାଙ୍କୁ ଜେରା କରିବ ।

ଆଜିଠାରୁ ଦିଲ୍ଲୀରେ ଘରୋଇ ମଦ ଦୋକାନ ବନ୍ଦ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking