24.1 C
Bhubaneswar
Sunday, October 20, 2024
Homeଓଡିଶା୩ରେ ଓଡିଶା ଆସିବେ ମୋଦି

୩ରେ ଓଡିଶା ଆସିବେ ମୋଦି

ଭୁବନେଶ୍ୱର : ଆସନ୍ତା ୩ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଇଆଇଏମ୍ ସମ୍ବଲପୁର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଏ ନେଇ ବିଜେପି ରାଜ୍ୟ ସଭପତି ମନମୋହନ ସାମଲ କହିଛନ୍ତି ।
ଫେବ୍ରୁଆରୀ ୩ରେ ପ୍ରଧାନମନ୍ତ୍ରୀ ଆସି ଆଇଆଇଏମ୍ ସମ୍ବଲପୁର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହାକୁ ନେଇ ବିଜେଡି ଓ କଂଗ୍ରେସଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଲାଣି । ଓଡିଶା ରାଜନୀତିରେ ପ୍ରଧାନମନ୍ତ୍ରୀ ଆସିବାକୁ ନେଇ ହଟଚମଟ ସୃଷ୍ଟି ହେଇଛି । ପ୍ରଧାମନ୍ତ୍ରୀ ଓଡିଶା ଆସିବା ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ମନରେ ଭୟ ଆସିଗଲାଣି କି ? ଏ ନେଇ ରଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଲାଣି ।

ନୂଆ-ଓ କାର୍ଯ୍ୟକ୍ରମ କରି ପିଲାମାନଙ୍କୁ ଭ୍ରମିତ କରାଯାଉଛି : ବିଜେପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking