16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶମହାକୁମ୍ଭର ଅଭିନନ୍ଦନ ଜଣାଇଲେ ମୋଦି

ମହାକୁମ୍ଭର ଅଭିନନ୍ଦନ ଜଣାଇଲେ ମୋଦି

ପ୍ରୟାଗରାଜ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାକୁମ୍ଭ ମେଳାର ଅଭିନନ୍ଦନ ଜଣାଇଛନ୍ତି । କୁମ୍ଭ ମେଳା ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ବିରାଟ ଉତ୍ସବ ଅଟେ । ପ୍ରୟାଗରାଜରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଖୁସି ଅଛି ବୋଲି ଭାବ ପ୍ରକାଶ କରିଛନ୍ତି । ଏହା ଆଧ୍ୟାତ୍ମିକ, ଅନନ୍ତ ଐତିହ୍ୟ, ବିଶ୍ୱାସ ଓ ସଦ୍ଭାବକୁ ପାଳନ କରେ । କୁମ୍ଭ ମେଳା ଆପଣଙ୍କ ଜୀବନରେ ଆନନ୍ଦ ଓ ଉତ୍ସାହ ଆଣିଦେଉ କହି ଅଭିନନ୍ଦନ ଜଣାଇଛନ୍ତି ମୋଦି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking