24.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶନାବାଳକ ପୁଅକୁ ତଣ୍ଟିଚିପି ହତ୍ୟା, ବାପା ଗିରଫ

ନାବାଳକ ପୁଅକୁ ତଣ୍ଟିଚିପି ହତ୍ୟା, ବାପା ଗିରଫ

ରାଞ୍ଚି : ଝାଡ଼ଖଣ୍ଡର ଛତ୍ରା ଜିଲ୍ଲାରେ ଜଣେ ବ୍ୟକ୍ତି ନିଜର ୧୨ ବର୍ଷର ପୁଅକୁ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡିଛି । ରାଞ୍ଚିଠାରୁ ୨୦୦ କିମି ଦୂର କରାଲିବାର ଗ୍ରାମରେ ଏହି ଘଟଣା ଘଟିଛି । ସୋମବାର ସକାଳେ ନିଶାସକ୍ତ ଅବସ୍ଥାରେ ଥିବା ପପୁ କୁମାର ନାମକ ବ୍ୟକ୍ତି ପତ୍ନୀଙ୍କ ସହ ଝଗଡା କରୁଥିଲେ ।

ଏହି ସମୟରେ ୧୨ ବର୍ଷର ପୁଅ ସେଠାରେ ପହଞ୍ଚି ବାପାକୁ ୧୦ ଟଙ୍କା ମାଗିଥିଲା । ଏଥିରେ କ୍ଷୁବ୍ଧ ହୋଇ ପପୁ ପୁଅର ତଣ୍ଟି ଚିପିଦେଇଥିଲା । ପପୁର ୧୫ ବର୍ଷର ଝିଅ ଇଟାଭାଟିରୁ କାମସାରି ଫେରିବାପରେ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲା । ପୁଲିସ ପପୁକୁ ଗିରଫ କରିିଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking