36.1 C
Bhubaneswar
Sunday, April 27, 2025
Homeଦେଶ ବିଦେଶନାବାଳିକାକୁ ଦୁଷ୍କର୍ମ:  ଅଭିଯୁକ୍ତ ଗିରଫ

ନାବାଳିକାକୁ ଦୁଷ୍କର୍ମ:  ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ବନ୍ଦ କୋଠରୀରେ ଦୁଇ ଜଣ ନାବାଳିକା ଝିଅକୁ  ଶାରୀରିକ ନିଯ୍ୟାତନା  ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗଛି । ଘଟଣାଟି ଉତ୍ତରାଖଣ୍ଡର  ବାଗେଶ୍ୱର ଜିଲ୍ଲାର କାପକୋଟ ବ୍ଲକରେ ଘଟିଛି ।  ଭିଡିଓରେ  ଜଣେ ବ୍ୟକ୍ତି ଦୁଇ ଜଣ ନାବାଳିକା ଝିଅକୁ  ଗାଲିଗୁଲଜ କରିବା ସହିତ ମାଡ ମାରୁଥିବା ସହିତ ଝିଅମାନେ କାନ୍ଦୁଥିବାର    ଦେଖାଯାଉଛି ।  ଏହାରି ଭିତରେ ପୋଲିସ କହିଛି , ଏହି ମାମଲା ସଂପର୍କରେ   କାପକୋଟ ଥାନାରେ  ତୁରନ୍ତ ମାମଲା ରୁଜୁ ହୋଇଛି ।  ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଜାରି ରହିଛି । ପୋଲିସ ଏହି ଆଧାରରେ ମାମଲା ରୁଜୁ କରି  ବାକି ସନ୍ଦିଗ୍ଧ ଲୋକଙ୍କୁ ଧରିବା ପାଇଁ ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking