27.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶକାଲିଫର୍ଣ୍ଣିଆରେ ଧୁମଧାମରେ ଦୂର୍ଗାପୂଜା ପାଳନ କଲେ ପ୍ରବାସୀ ଓଡିଆ

କାଲିଫର୍ଣ୍ଣିଆରେ ଧୁମଧାମରେ ଦୂର୍ଗାପୂଜା ପାଳନ କଲେ ପ୍ରବାସୀ ଓଡିଆ

କାଲିଫର୍ଣ୍ଣିଆ: ବିଦେଶରେ ଦୂର୍ଗାପୂଜାର ଧୁମ୍ । ଆମେରିକାର କାଲିଫର୍ଣ୍ଣିଆରେ ଦୂର୍ଗାପୂଜା ପାଳନ କଲେ ପ୍ରବାସୀ ଓଡ଼ିଆ । କାର୍ଯ୍ୟକ୍ରମରେ ପାଖାପାଖି ଦେଢ଼ ଶହରୁ ଅଧିକ ଓଡ଼ିଆ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ କଳା, ସଂସ୍କୃତିର ଝଲକ୍ ଦେଖିବାକୁ ମିଳିଥିଲା । ଓଡ଼ିଆ ଗୀତ, ନାଚ, ଅନ୍ତାକ୍ଷରୀ, ଓଡ଼ିଆ କୁଇଜ୍ ପ୍ରତିଯାଗୀତା କରିଥିଲେ ପ୍ରବାସୀ ଓଡ଼ିଆ । ଓଡ଼ିଆ ଖାଦ୍ୟ ଖାଇ, ନାଚ ଓ ଗୀତରେ ଝୁମିଥିଲେ ପ୍ରବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking