29.1 C
Bhubaneswar
Tuesday, March 18, 2025
Homeଓଡିଶାତ୍ରିଶୁଳିଆ ନୁହେଁ କଟକ ଯିବ ମେଟ୍ରୋ- ମନ୍ତ୍ରୀ

ତ୍ରିଶୁଳିଆ ନୁହେଁ କଟକ ଯିବ ମେଟ୍ରୋ- ମନ୍ତ୍ରୀ

ଭୁବନେଶ୍ୱର : ତ୍ରିଶୁଳିଆ ନୁହେଁ କଟକ ଯାଏଁ ଗଡିବ ମେଟ୍ରୋ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । କହିଛନ୍ତି , ପ୍ରକଳ୍ପ ବନ୍ଦ ହେବନି , ଏହାର ପରିସର ବୃଦ୍ଧି କରାଯିବ । ଖୁବଶୀଘ୍ର ପ୍ରସ୍ତୁତ ହେବ ନୂଆ ଡିପିଆର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking