ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଜାରି ରହିଛି । ଭିସିରେ ଯୋଡିହେଲେ ଗଜପତି ମହାରାଜା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ଅଛନ୍ତି । ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିଛନ୍ତି । ରତ୍ନଭଣ୍ଡାର ମରାମତି ନେଇ ବାହାରିବ ଏସଓପି । ସୁଡଙ୍ଗ ପହସ୍ୟ ଉନ୍ମୋଚନ ପାଇଁ ଖୋଲିପାରେ ବାଟ ।










