ଆଜି ବାହାରିବ +୨ ଦ୍ୱିତୀୟ ପର୍ଯ୍ୟାୟ ଯୋଗ୍ୟତା ତାଲିକା
ଭୁବନେଶ୍ୱର : ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଯୋଗ୍ୟତା ତାଲିକା ଆଜି ପ୍ରକାଶ ପାଇବ। ଯୁକ୍ତ ୨ ମେଧା ତାଲିକା ଅପରାହ୍ଣ ୩ଟାରେ ସାମ୍ସ ୱେବସାଇଟ୍ରେ ଉପଲବ୍ଧ ହେବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୭ରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଏହା ପରେ ୧୨ରୁ ୧୪ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଚଏସ୍ ଲକିଂ କରିପାରିବେ ଛାତ୍ରଛାତ୍ରୀ। ସେହିପରି ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ପରୀକ୍ଷାର୍ଥୀଙ୍କ ବିଷୟୱାରୀ ଓ ରାଜ୍ୟବ୍ୟାପୀ ତାଲିକା ମଧ୍ୟ … Continue reading ଆଜି ବାହାରିବ +୨ ଦ୍ୱିତୀୟ ପର୍ଯ୍ୟାୟ ଯୋଗ୍ୟତା ତାଲିକା
Copy and paste this URL into your WordPress site to embed
Copy and paste this code into your site to embed