ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୌଠକ ଆରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ଷୋଡଶ ଅର୍ଥ କମିଶନ ବୈଠକ ଚାଲିଛି । ଅର୍ଥ କମିଶନଙ୍କ ନିକଟରେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନର ରୋଡମ୍ୟାପ କରିବେ ରାଜ୍ୟ ସରକାର । ଏହା ସହିତ ଅର୍ଥ କମିଶନଙ୍କୁ ଓଡିଶା ସ୍ୱାର୍ଥ ସମ୍ବଳିତ ଦାବିପତ୍ର ଦେବେ । ରାଜ୍ୟ ସରକାର ୫ ବର୍ଷ ଯୋଜନା ନେଇ ରାଜ୍ୟ ସରକାର କମିଶନଙ୍କ ନିକଟରେ ଦାବି ରଖିଥିଲେ ।