18.1 C
Bhubaneswar
Wednesday, February 4, 2026
Homeଓଡିଶାଥାନା ଅଧିକାରିଣୀ ନାୟ ନ ଦେବାରୁ ଯାଜପୁର ଏସପିଙ୍କ ଦ୍ୱରାସ୍ତ ହେଲେ ମିନାକ୍ଷୀ

ଥାନା ଅଧିକାରିଣୀ ନାୟ ନ ଦେବାରୁ ଯାଜପୁର ଏସପିଙ୍କ ଦ୍ୱରାସ୍ତ ହେଲେ ମିନାକ୍ଷୀ

ଯାଜପୁର: ଯାଜପୁର ଜିଲ୍ଲାର କୁଆଖିଆ ଥାନାରୁ ନ୍ୟାୟ ନପାଇ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ମିନାକ୍ଷୀ ଓ ତାଙ୍କ ପରିବାର l ଘଟଣାରୁ ପ୍ରକାଶ ଯେ କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ଗୁରୁ ସାହିର ମିନାକ୍ଷୀ ଗୁରୁ ଅନ୍ୟ ଜାତିରେ ବିବାହ ତଥା ତାଙ୍କ ପରିବାରର ଘର କରିବାକୁ କେନ୍ଦ୍ର କରି ସେହି ଗାଁର କିଛି ମୁଷ୍ଟିମେୟ ଲୋକ ତାଙ୍କୁ ମାଡ ମାରିବାସହ ତାଙ୍କ ଘର ଆଉ ଗାଡିକୁ ଭଙ୍ଗା ରୁଜା କରିଥିଲେ l ହାକୁ ନେଇ ମିନାକ୍ଷୀ ଗତ ୧୦ ତାରିଖରେ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ କୁଆଖିଆ ପୁଲିସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା l ନ୍ୟାୟ ନପାଇ ଉକ୍ତ ପରିବାର ଘର ଛାଡି ଶୀତ କାକରରେ ବାର ଓଳି ଶୁଣ୍ଢୀପିଣ୍ଡା ହେଉଥିବା ବେଳେ ପିଲାମାନଙ୍କ ପଠା ପଢ଼ାରେ ନାନାଦି ଅସୁବିଧା ଉପୁଜୁ ଥିବା ଅଭିଯୋଗ କରିଛନ୍ତି l ଯଦି ତାଙ୍କୁ ସଠିକ ନ୍ୟାୟ ନମିଳେ ସପରିବାର ଜିଲ୍ଲା ଆରକ୍ଷୀଙ୍କ କାର୍ଯ୍ୟଳୟ ଆଗରେ ଆତ୍ମହୂତି ଦେବେ ବୋଲି ନ୍ୟାୟ ପାଇଁ ଏସ୍ପିଙ୍କୁ ଭେଟିବାକୁ ଆସିଥିବା ଉକ୍ତ ପରିବାରର ଲୋକ ଚେତାବନୀ ଦେଇଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking