ଭୁବନେଶ୍ୱର : ବିଏମସି ଅଞ୍ଚଳରେ ମଶାଙ୍କ ପ୍ରାଦୁର୍ଭାବ ପ୍ରସଙ୍ଗରେ ସମାଲୋଚନା କଲେ ମେୟର । ବିଜେପି ନେତା ଜଗନ୍ନାଥ ପ୍ରଧାନ କଲେ ସମାଲୋଚନା । କହିଲେ ବିଏମସିର ମୁଖ୍ୟ ହେଉଛନ୍ତି ମେୟର । ଲୋକଙ୍କୁ ମୋଳିକ ସୁବିଧା ଯୋଗାଇବା ତାଙ୍କ କର୍ତ୍ତବ୍ୟ । ଆଗରୁ ଧୂଆଁଗାଡି ବୁଲୁଥିଲା । ମଶା ତେଲ ପଡୁଥିଲା ଆଜି ଦେଖିବାକୁ ମିଳୁନାହିଁ ।