27.1 C
Bhubaneswar
Monday, September 23, 2024
Homeଓଡିଶାସମ୍ବଲପୁରରେ ସର୍ବାଧିକ ବର୍ଷା

ସମ୍ବଲପୁରରେ ସର୍ବାଧିକ ବର୍ଷା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍‌ଲାରେ କୋହଲା ପାଗ ସହ ହାଲୁକା ବର୍ଷା ଅନୁଭବ ହୋଇଥିବା ସୂଚନା ରହିଛି । ଗତ ୨୪ ଘଂଟାରେ ସମ୍ବଲପୁରରେ ସର୍ବାଧିକ ୨୫.୧ ମିମି ବର୍ଷା ହୋଇଥିବା ସୂଚନା ରହିଛି । ଅତାବୀରା ୨୪.୨, ନୟାଗଡ ୨୧.୬ ଓ ବିଜେପୁରରେ ୧୮ ମିମି ବର୍ଷା ହୋଇଥିବା ସୂଚନା ରହିଛି । ଡୁଙ୍ଗୁରିପାଲି ୧୭.୧, ଉଲୁଣ୍ଡା ୧୬.୨, ରେଢାଖୋଲରେ ୧୬ ମିମି ବର୍ଷା ।

ଚାକିରି କରାଇଦେବାକୁ କହି ଯୁବତୀଙ୍କ ଠାରୁ ଠକେଇ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking