26.1 C
Bhubaneswar
Thursday, September 19, 2024
Homeଓଡିଶାଦିନକରେ ମିଳେଇଲା ମାଟ୍ରିକ ଖୁସି

ଦିନକରେ ମିଳେଇଲା ମାଟ୍ରିକ ଖୁସି

ଭଦ୍ରକ: କାଲି ମାଟ୍ରିକରେ ୮୬% ମାର୍କ ରଖିଥିଲେ କିନ୍ତୁ ଆଜି ଚାଲିଗଲା ଜୀବନ । ଗାଁ ପୋଖରୀରେ ବୁଡି ଚାଲିଗଲା ମାଟ୍ରିକ ପାସ୍ କରିଥିବା ଛାତ୍ରଙ୍କ ମୃତ୍ୟୁ । ଚରମ୍ପା ପଞ୍ଚାୟତ ଶ୍ରୀରାମପୁର ଗାଁରେ ଅଭାବନୀୟ ଘଟଣା । ଗାଧୋଇବାବେଳେ ଛାତ୍ର ଜଣଙ୍କ ପୋଖରୀରେ ବୁଡିଯାଇଥିଲେ । କାଲି ପ୍ରକାଶିତ ମାଟ୍ରିକ ରେଜଲ୍ଟରେ ମୋଟ ୫୧୯ ମାର୍କ ରଖିଥିଲେ ।

ନକଲି ଭିଜିଲାନ୍ସ ଏସପି ମନୋଜ ମାଝିର ଆଜି ସରିବ ରିମାଣ୍ଡ ଅବଧି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking