ଭୁବନେଶ୍ୱର: ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ ବାହାରିବ । ଏନେଇ ସୂଚନା ଦେଲେ ବୋର୍ଡ ସଭାପପତି ଶ୍ରୀକାନ୍ତ ତରାଇ । ଓଏମଆର ଖାତା ଦେଖା ଆରମ୍ଭ ହୋଇ ସାରିଲାଣି। ଆସନ୍ତା ୧୯ରୁ ସବଜେକ୍ଟିଭ ଖାତା ଦେଖା ଆରମ୍ଭ ହେବ । ମୋଟ ୫୫ କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ ଅଛନ୍ତି ।










