ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଅନିୟମିତାକୁ ନେଇ ୩ଟି କେନ୍ଦ୍ରର ଅକ୍ଷୀକ୍ଷକ ସସ୍ପେଣ୍ଡ ହୋଇଥିବା ସୂଚନା ମିଳିଛି । କଳାହାଣ୍ଡି,କଟକ ଓ ନୟାଗଡ ଜିଲ୍ଲାରେ ୩ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ସସ୍ପେଣ୍ଡ । ଅନ୍ୟ ଏକ କେନ୍ଦ୍ରରେ ୪ ଶିକ୍ଷକ ମୋବାଇଲ ରଖିବାରୁ ସସ୍ପେଣ୍ଡ ସୁପରିଶ ହୋଇଛି ।