18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଭୋଟ ଆଗ ପରେ ବିବାହ

ଭୋଟ ଆଗ ପରେ ବିବାହ

ନୂଆଦିଲ୍ଲୀ : ଗୋଟିଏ ଝିଅ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ହେଲେ ସେହି ଦିନରେ ବିବାହ ବେଦୀକୁ ଯିବା ଆଗରୁ ମତଦାନ କେନ୍ଦ୍ରକୁ ଆସିଲେ କନ୍ୟା । ବାହାଘର ପାଇଁ ବଧୂବେଶରେ ସଜେଇ ହୋଇଛନ୍ତି ଦୀପ । ହେଲେ ବେଦୀକୁ ଯିବା ଆଗରୁ ସେ ନିଜ ଗାଁରେ ଥିବା ଭୋଟ୍ ଗ୍ରହଣ କେନ୍ଦ୍ରରେ ପହଂଚିଛନ୍ତି । ଆଉ କହିଛନ୍ତି, ଦେଶର ଜଣେ ନାଗରିକ ହିସାବରେ ମତାଧିକାର ସାବ୍ୟସ୍ତ ହେଉଛି ପ୍ରଥମ କର୍ତବ୍ୟ । ମୁଜାଫରନଗରରେ ବୋହୂ ବେଶରେ ଆସି ନବବଧୂ ଦୀପ ଭୋଟ ଦେଇଛନ୍ତି । ନିଜ ପସନ୍ଦର ନେତା ବାଛିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking